ଅର୍ଥ : ଯାହାକୁ ନିଜ ସ୍ଥାନରୁ ହଟାଇ ଦିଆଯାଇଛି
ଉଦାହରଣ :
ସେ ବିସ୍ଥାପିତ ବସ୍ତୁଗୁଡ଼ିକୁ ପୁଣି ଥରେ ନିଜ ସ୍ଥାନରେ ରଖୁଥିଲେ
ସମକକ୍ଷ : ବିସ୍ଥାପିତ, ସ୍ଥାନଚ୍ୟୁତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାକୁ ନିଜର ପ୍ରଥମ ସ୍ଥାନରୁ ହଟେଇ ଅନ୍ୟ ସ୍ଥାନକୁ ପଠେଇ ଦିଆଯାଇଛି
ଉଦାହରଣ :
ସ୍ଥାନାନ୍ତରିତ ବ୍ୟକ୍ତି କାଲିଠାରୁ ଅଫିସ୍ ଆସିବ
ସମକକ୍ଷ : ଅନ୍ତରିତ
ଅନ୍ୟ ଭାଷାରେ ଅନୁବାଦ :
जो अपने पहले स्थान से हटाकर दूसरे स्थान पर कर, रख या भेज दिया गया हो।
स्थानांतरित व्यक्ति कल से कार्यालय आयेगा।