ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୋରିଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୋରିଷ   ବିଶେଷ୍ୟ

ଅର୍ଥ : ଏକ ଗଛ ଯେଉଁଥିରେ ହଳଦିଆ ଫୁଲ ହୁଏ ଏବଂ ଯାହାର ମଞ୍ଜିରୁ ତେଲ ବାହାର କରାଯାଏ

ଉଦାହରଣ : ସୋରିଷ କ୍ଷେତର ଫୁଲ ମନକୁ ପ୍ରଲୋଭିତ କରେ

एक पौधा जिसमें पीले फूल लगते हैं तथा जिसके बीजों से तेल निकलता है।

फूली हुए सरसों के खेत मन को लुभा रहे थे।
आसुरी, सरसो, सरसों

Any of several cruciferous plants of the genus Brassica.

mustard

ଅର୍ଥ : ଏକ ପ୍ରକାରର ତୈଳବୀଜ

ଉଦାହରଣ : ତେଲ ବାହାର କରିବାପାଇଁ ସେ ଘଣାରେ ସୋରିଷ ପେଡ଼ୁଛି

ସମକକ୍ଷ : ରାଇ

एक तिलहन जो गोल तथा लाल, पीले या काले रंग के होते हैं और जिन्हें पेरकर कड़ुआ तेल निकाला जाता है।

तेल निकालने के लिए, वह कोल्हू में सरसों पेर रहा है।
आसुरी, भूतनाशन, सरसो, सरसों, स्नेह

Black or white seeds ground to make mustard pastes or powders.

mustard seed