ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଖ୍ୟାତ ହେବାର ଅବସ୍ଥା ବା ଭାବ
ଉଦାହରଣ : ସଚିନ ତେନ୍ଦୁଲକର କ୍ରିକେଟ୍ରୁ ଖ୍ୟାତି ଓ ପଇସା ଉଭୟ ରୋଜଗାର କରିଛନ୍ତି
ସମକକ୍ଷ : ଖ୍ୟାତି, ନାମ, ପ୍ରଖ୍ୟାତି, ପ୍ରତିଷ୍ଠା, ପ୍ରସିଦ୍ଧି, ଯଶ, ସୁଖ୍ୟାତି, ସୁନାମ
ख्यात होने की अवस्था या भाव।
The state or quality of being widely honored and acclaimed.