ଅର୍ଥ : କାର୍ତ୍ତିକେୟଙ୍କ ଜଣେ ମାତୃକା
ଉଦାହରଣ :
ସୁପ୍ରତିଷ୍ଠାଙ୍କ ବର୍ଣ୍ଣନା ପୁରାଣ ଗୁଡ଼ିକରେ ଦେଖିବାକୁ ମିଳେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ବର୍ଣ୍ଣବୃତ୍ତର ପ୍ରତି ଚରଣରେ ପାଞ୍ଚଟି ବର୍ଣ୍ଣ ଥାଏ
ଉଦାହରଣ :
ସୁପ୍ରତିଷ୍ଠାରେ ପ୍ରଥମ,ଦ୍ୱିତୀୟ ଓ ଚତୁର୍ଥ ବର୍ଣ୍ଣ ଲଘୁ ହୁଏ
ଅନ୍ୟ ଭାଷାରେ ଅନୁବାଦ :
एक वर्णवृत्त जिसके प्रत्येक चरण में पाँच वर्ण होते हैं।
सुप्रतिष्ठा में पहला, दूसरा और चौथा वर्ण लघु होता है।