ଅର୍ଥ : କିଛି ନେବା ବା ପାଇବା ଯୋଗ୍ୟ ବ୍ୟକ୍ତି
ଉଦାହରଣ :
ଦାନ କେବଳ ସୁପାତ୍ରରେ ହିଁ ଦିଆଯିବା ଉଚିତ
ସମକକ୍ଷ : ପାତ୍ର, ଯୋଗ୍ୟ ବ୍ୟକ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ କୌଣସି କାମ କରିବା ନିମନ୍ତେ ଯୋଗ୍ୟ ବା ଉପଯୁକ୍ତ
ଉଦାହରଣ :
ଏହି କାମକୁ କରିବା ନିମନ୍ତେ ବିଷ୍ଣୁ ଭଳି ସୁପାତ୍ର ବ୍ୟକ୍ତିର ଆବଶ୍ୟକତା ରହିଛି
ଅନ୍ୟ ଭାଷାରେ ଅନୁବାଦ :
जो कोई काम करने के लिए योग्य या उपयुक्त हो।
इस काम को करने के लिए सोहन जैसे सुपात्र व्यक्ति की आवश्यकता है।