ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁଜି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁଜି   ବିଶେଷ୍ୟ

ଅର୍ଥ : ଗହମର ଏକ ବିଶେଷ ପ୍ରକାର ଖଦଡ଼ା ଚୂନା

ଉଦାହରଣ : ମା’ ସୁଜି ହାଲୁଆ ତିଆରି କରୁଛନ୍ତି

गेहूँ या किसी अन्य अनाज का एक विशेष प्रकार का दरदरा चूर्ण।

माँ सूजी का हलवा बना रही है।
रवा, सूजी

Milled product of durum wheat (or other hard wheat) used in pasta.

semolina

ଅର୍ଥ : ଗହମର ମୋଟା ଅଟା

ଉଦାହରଣ : ମାଆ ସୁଜିରେ ଖୁରୁମା ତିଆରି କରୁଛନ୍ତି

ସମକକ୍ଷ : ମୋଟାଅଟା

गेहूँ का मोटा आटा।

माँ कनिक से खुरमा बना रही हैं।
कनिक

Fine powdery foodstuff obtained by grinding and sifting the meal of a cereal grain.

flour