ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୀସା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୀସା   ବିଶେଷ୍ୟ

ଅର୍ଥ : ଇଷତ୍‌ କଳା ରଙ୍ଗର ଗୋଟିଏ ମୂଳ ଧାତୁ ଯାହାର ପରମାଣୁ ସଂଖ୍ୟା ବୟାଶୀ

ଉଦାହରଣ : ପିଲାମାନେ ସୀସାରେ ତିଆରି ଖେଳନାରେ ଖେଳୁଛନ୍ତି

हल्के काले रंग की एक मूल धातु जिसकी परमाणु संख्या बयासी होती है।

बच्चे सीसे के बने खिलौनों से खेल रहे हैं।
त्रपु, शिरावृत्त, सीसा

ଅର୍ଥ : ଲେଖା ଯାଇଥିବା ରଙ୍ଗୀନବସ୍ତୁ ଯାହା ପିସ୍ତଲର ଭିତରେ ଥାଏ

ଉଦାହରଣ : ସୀସା ତିଆରି ପାଇଁ ମାଟି ଏବଂ ଗ୍ରାଫାଇଟକୁ ଏକାଠି ଗୁଣ୍ଡକରି ପାଣିରେ ମିଶାଯାଏ

ସମକକ୍ଷ : ଲିଡ୍

पेन्सिल के अंदर की वह रंगीन वस्तु जिससे लिखा जाता है।

लेड बनाने के लिए मिट्टी और ग्रेफाईट को एक साथ पीसकर पानी में मिलाते हैं।
लेड

Mixture of graphite with clay in different degrees of hardness. The marking substance in a pencil.

lead, pencil lead