ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସିଙ୍ଘଡ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସିଙ୍ଘଡ଼ା   ବିଶେଷ୍ୟ

ଅର୍ଥ : ସିଙ୍ଘଡ଼ା ଫଳ ଆକାରର ଗୋଟିଏ ଏମ୍ବ୍ରୋଡରୀ

ଉଦାହରଣ : ଏହି ଚାଦର ଉପରେ ସିଙ୍ଘଡ଼ା ଚିତ୍ର ଅଙ୍କିତ ହୋଇଛି

सिंघाड़े के फल के आकार का एक बेलबूटा।

इस चद्दर पर सिंघाड़ा बना हुआ है।
सिंघाड़ा

ଅର୍ଥ : ଏକ ପ୍ରକାର ଆତସବାଜି

ଉଦାହରଣ : ଆମେ ଦୀପାବଳୀ ଦିନ ସିଙ୍ଘଡ଼ା ବାଣ ମଧ୍ୟ ଛାଡ଼ୁ

ସମକକ୍ଷ : ସିଙ୍ଘଡ଼ା ବାଣ

एक प्रकार की आतिशबाजी।

हमने दिवाली के दिन सिंघाड़े भी छोड़े।
सिंघाड़ा