ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସିଙ୍ଗଡ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସିଙ୍ଗଡ଼ା   ବିଶେଷ୍ୟ

ଅର୍ଥ : ଘିଅ ଦେଇ ମଇଦାକୁ ବେଲି ତା ଭିତରେ ଆଳୁ ମସଲା ଦେଇ ତେଲରେ ଛାଣି ତିଆରି କରାଯାଉଥିବା ଏକ ପ୍ରକାର ଜଳଖିଆ

ଉଦାହରଣ : ସିଙ୍ଗଡ଼ା ମୋତେ ବହୁତ ଭଲ ଲାଗେ

ସମକକ୍ଷ : ସିଙ୍ଗେଡ଼ା

मोयन डालकर गुथे हुए मैदे के आटे में आलू आदि की सूखी सब्जी भरकर एवं तलकर बनाया जानेवाला एक तिकोने आकार का पकवान।

मुझे समोसा बहुत पसंद है।
समोसा, सिंघाड़ा

Small turnover of Indian origin filled with vegetables or meat and fried and served hot.

samosa

ଅର୍ଥ : ଏକ ଜଳଜ ଉଦ୍ଭିଦ ଯାହା ଫଳର ଉପରି ଭାଗ କଣ୍ଟାଳିଆ ରୂପ ହୋଇଥାଏ

ଉଦାହରଣ : ଏହି ପୋଖରୀରେ ସିଙ୍ଗଡ଼ା ଭର୍ତ୍ତି ହୋଇଛି

ସମକକ୍ଷ : ପାଣି ସିଙ୍ଘଡ଼ା, ପାଣିଫଳ, ସିଂଗଡ଼ା

एक जलीय पौधा जिसके फल के ऊपर काँटेनुमा संरचना होती है।

इस तालाब में सिंघाड़ा फैला हुआ है।
जल कंटक, जलवल्ली, जलशुचि, जलसूचि, त्रिकोणा, वारिकुंज, वारिकुंजक, वारिकुञ्ज, वारिकुञ्जक, विषाणिका, विषाणी, संघाटिका, सिंघाड़ा

A plant of the genus Trapa bearing spiny four-pronged edible nutlike fruits.

caltrop, water chestnut, water chestnut plant

ଅର୍ଥ : ଏକ କଣ୍ଟାଳିଆ ଜଳଜ ଗଛ ଯାହାର ଅଠାଳିଆ ମଞ୍ଜି ଖାଆନ୍ତି

ଉଦାହରଣ : ପୋଖରୀରେ ସିଙ୍ଗଡ଼ାରେ ପୂର୍ଣ୍ଣ ହୋଇଛି

ସମକକ୍ଷ : ମାଖନା

एक काँटेदार जलीय पौधा जिसके चिपटे बीज खाए जाते हैं।

तालाब मखानों से भरा है।
अमरपुष्प, अमरपुष्पक, इक्षुगंधा, इक्षुगन्धा, इक्षुर, तालमखान, तालमखाना, मखन्न, मखान, मखाना, शूलमर्दन

An aquatic plant of the family Nymphaeaceae.

water lily