ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ବାଦ ପ୍ରତିପାଦିତ କରେ ଯେ ସମାଜରେ ସମସ୍ତଙ୍କୁ ସମାନ ଅଧିକାର ମିଳିବା ଉଚିତ ଓ ସମସ୍ତଙ୍କ ଚାଲିଚଳନର ସ୍ତର ଏକା ପରି ହେବା ଉଚିତ
ଉଦାହରଣ : ସାମ୍ୟବାଦ ଯୋଗୁଁ ପ୍ରେମ ଓ ଭାତୃତ୍ତ୍ୱଭାବ ବଢ଼େ
ସମକକ୍ଷ : ବାମବାଦ, ମାର୍କସବାଦ, ସମାନତାବାଦ
ऐसी राजनीतिक व्यवस्था जिसमें राज्य या सरकार का सभी कारखानों, खेतों, सेवाओं इत्यादि पर स्वामित्व तथा नियन्त्रण होता है। राज्य द्वारा सभी नागरिकों के प्रति समान व्यवहार का वचन दिया जाता है।
A form of socialism that abolishes private ownership.
ଅର୍ଥ : ସମସ୍ତଙ୍କୁ ସମାନଭାବେ ଦେଖିବାର ମତବାଦ
ଉଦାହରଣ : ସାମ୍ୟବାଦଦ୍ୱାରା ବିଶ୍ୱରେ ଶାନ୍ତି ଅଣାଯାଇ ପାରିବ
सबको समान समझने का वाद।
The doctrine of the equality of mankind and the desirability of political and economic and social equality.
ସଂସ୍ଥାପନ କରନ୍ତୁ