ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାଇବରକ୍ରାଇମ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାଇବରକ୍ରାଇମ୍‌   ବିଶେଷ୍ୟ

ଅର୍ଥ : କାହାରି ବ୍ୟକ୍ତିଗତ ପରିଚୟକୁ ଚୋରିକରିବା ବା ନିଷିଦ୍ଧ ମାଲ୍ ବା ଷ୍ଟକକୁ ବିକିବା ବା ଅନିଷ୍ଟକାରୀ ପ୍ରୋଗ୍ରାମରେ କିଛି କାର୍ଯ୍ୟକୁ ଏପଟ-ସେପଟ କରିବା ଦ୍ବାରା ହେଉଥିବା ଅପରାଧ

ଉଦାହରଣ : ସାଇବରକ୍ରାଇମରେ ଲିପ୍ତ ବ୍ୟକ୍ତି ଧରାପଡିଲା

ସମକକ୍ଷ : ସାଇବର କ୍ରାଇମ୍‌ସାଇବର ଅପରାଧ

कम्प्यूटर तथा इंटरनेट का उपयोग करके किसी के व्यक्तिगत पहचान की चोरी करने या निषिद्ध माल या स्टॉक बेंचने या अनिष्टकारी प्रोग्राम से किसी कार्य को अस्त-व्यस्त करने के लिए किया गया अपराध।

साइबरक्राइम में लिप्त व्यक्ति पकड़ा गया।
साइबर अपराध, साइबर क्राइम, साइबर ज़ुर्म, साइबर जुर्म, साइबरअपराध, साइबरक्राइम, साइबरज़ुर्म, साइबरजुर्म

Crime committed using a computer and the internet to steal a person's identity or sell contraband or stalk victims or disrupt operations with malevolent programs.

cybercrime