ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗୋଟିଏ ବା ସମାନ ମତାମତ ଉପସ୍ଥାପନ କରୁଥିବା
ଉଦାହରଣ : ଏ ସଂସ୍ଥାର ସବୁ ସଦସ୍ୟ ଏହି ବିଷୟରେ ଏକମତ
ସମକକ୍ଷ : ଏକମତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक या समान मत रखनेवाले।
In complete agreement.
ଅର୍ଥ : ଯାହାଙ୍କ ମତ ଅନ୍ୟ କାହାର ମତ ସହିତ ମିଳେ
ଉଦାହରଣ : ଆପଣଙ୍କ କଥାରେ ମୁଁ ସହମତ
ସମକକ୍ଷ : ରାଜି, ସମ୍ମତ
जिसकी राय दूसरे से मिलती हो या एक राय या मत का।
United by being of the same opinion.
ଅନ୍ୟ ଭାଷାରେ ଅନୁବାଦ :हिन्दी
पोता जाना या पुताई होना।
ସଂସ୍ଥାପନ କରନ୍ତୁ