ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସହନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସହନ   ବିଶେଷ୍ୟ

ଅର୍ଥ : ସହିବାର ପ୍ରକ୍ରିୟା

ଉଦାହରଣ : ଭାରତୀୟମାନେ ବହୁତ ଦିନ ଧରି ବିଦେଶୀମାନଙ୍କ ଅତ୍ୟାଚାର ସହନ କରିଥିଲେ

ସମକକ୍ଷ : ବରଦାସ୍ତ, ସହ୍ୟକରଣ

सहने की क्रिया या भाव।

विदेशियों के अत्याचार जब सहन की सीमा लाँघ गया तब भारतीयों ने विद्रोह किया।
बरदाश्त, बर्दाश्त, सहन