ଅର୍ଥ : ଯେଉଁ ରୋଗରେ ଛିଙ୍କ ଆସେ ଏବଂ ନାକ ତଥା ମୁହଁରୁ କଫ ବା ପାଣି ବାହାରେ
ଉଦାହରଣ :
ସେ ଔଷଧ ଦୋକାନରୁ ସର୍ଦ୍ଦି ଔଷଧ କିଣିଲା
ସମକକ୍ଷ : ଥଣ୍ଡାରୋଗ
ଅନ୍ୟ ଭାଷାରେ ଅନୁବାଦ :
एक रोग जिसमें छीकें आती हैं और नाक तथा मुँह से कफ़ या पानी निकलता है।
उसने दवाघर से जुकाम की दवा खरीदी।A mild viral infection involving the nose and respiratory passages (but not the lungs).
Will they never find a cure for the common cold?.