ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମାବେଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମାବେଶ   ବିଶେଷ୍ୟ

ଅର୍ଥ : ସନ୍ନିହିତ ହେବାର କ୍ରିୟା ବା ଭାବ

ଉଦାହରଣ : ଏହି ଔଷଧରେ ବହୁ ତତ୍ତ୍ୱର ସମାବେଶ ହୋଇଛି

ସମକକ୍ଷ : ସଂଯୋଜନ

सन्निहित होने की क्रिया या भाव।

इस औषधि में कई तत्वों का समावेश है।
अंतःग्रहण, अंतर्ग्रहण, अंतर्भाव, अन्तर्भाव, संयोजन, समावेश

The act of including.

inclusion

ଅର୍ଥ : ସମାବେଶ କରିବାର କ୍ରିୟା

ଉଦାହରଣ : ଏହି କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ନଅଟି ଜିଲ୍ଲାର ସମାବେଶ ହୋଇଛି

ସମକକ୍ଷ : ଅଭିନିବେଶ, ଏକତ୍ରଅବସ୍ଥାନ, ସଂସ୍ଥିତି, ସମାବେଶନ, ସମ୍ମେଳନ

समावेश करने की क्रिया।

इस मंडल में अब एक नए जिले का समावेशीकरण हुआ है।
समावेशन, समावेशीकरण

The act of including.

inclusion