ଅର୍ଥ : ସମାପ୍ତ ହେବା କ୍ରିୟା ବା ଭାବ
ଉଦାହରଣ :
ମହାତ୍ମାଗାନ୍ଧୀଙ୍କ ମୃତ୍ୟୁ ସହିତ ହିଁ ଗୋଟିଏ ଯୁଗର ଅବସାନ ଘଟିଲା
ସମକକ୍ଷ : ଅନ୍ତ, ଅବସାନ, ଇତି, ଇତିଶ୍ରୀ, ଉପସଂହାର, ପରିଶେଷ
ଅନ୍ୟ ଭାଷାରେ ଅନୁବାଦ :
समाप्त होने की क्रिया, अवस्था या भाव।
महात्मा गाँधी के मरने के साथ ही एक युग की समाप्ति हो गई।ଅର୍ଥ : କୌଣସି କାର୍ଯ୍ୟଆଦିର ଶେଷ
ଉଦାହରଣ :
ଏହି ସମ୍ମେଳନର ସମାପନ ସମାରୋହରେ ବଡ଼ବଡ଼ ବିଦ୍ୱାନ ଭାଗ ନେଉଛନ୍ତି
ଅନ୍ୟ ଭାଷାରେ ଅନୁବାଦ :