ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସମାନ ବା ବରାବର କରିବାର କ୍ରିୟା ବା ଭାବ
ଉଦାହରଣ : ଶ୍ରମିକମାନେ ଜମିକୁ ସମତଳ ଠିକ ଭାବରେ କରିନାହାନ୍ତି
ଅନ୍ୟ ଭାଷାରେ ଅନୁବାଦ :हिन्दी
पाटने या बराबर करने की क्रिया या भाव।
ଅର୍ଥ : ପଡ଼ିଆର ବା ପଡ଼ିଆ ସମ୍ବନ୍ଧୀୟ
ଉଦାହରଣ : ମୁଁ ଭାରତର ସମତଳ ଅଞ୍ଚଳର ବାସିନ୍ଦା
ସମକକ୍ଷ : ପଡ଼ିଆ
मैदान का या मैदान संबंधी।
ଅର୍ଥ : ଯାହାର ଉପର ସ୍ତର ବା ତଳ ସ୍ତର ସମାନ କିମ୍ବା ଉଚ୍ଚା ନୀଚା ନୁହେଁ
ଉଦାହରଣ : ସମତଳ ଭୂମିରେ ଭଲ ଫସଲ ହୁଏ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसकी सतह या तल बराबर हो या ऊँची-नीची न हो।
Having a surface without slope, tilt in which no part is higher or lower than another.
ସଂସ୍ଥାପନ କରନ୍ତୁ