ଅର୍ଥ : ପାଣି ବା କୌଣସି ତରଳ ପଦାର୍ଥ ସହାୟତାରେ କୌଣସି ବସ୍ତୁ ଉପରୁ ମଇଳା ଆଦି ଛଡ଼େଇବା
ଉଦାହରଣ :
ଶ୍ୟାମା ମହାତ୍ମାଙ୍କ ଗୋଡ଼ ଧୋଉଛି ସନ୍ଥଜୀ ହାତଗୋଡ଼ ଧୋଉଛନ୍ତିଏହି ଯନ୍ତ୍ରାଂଶକୁ କିରାସିନିରେ ଧୁଅ
ସମକକ୍ଷ : ଧୋଇବା, ପରିଷ୍କାର କରିବା
ଅର୍ଥ : ବାସନ, ଲୁଗାଆଦିକୁ ପାଣିରେ ଧୋଇବା
ଉଦାହରଣ :
ସେ ଲୁଗା ସଫାକଲା ଓ ଶୁଖିବାପାଇଁ ଖରାରେ ପକାଇଦେଲା