ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଦ୍ଭାବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଦ୍ଭାବ   ବିଶେଷ୍ୟ

ଅର୍ଥ : କାହାରି ହିତ, ମଙ୍ଗଳ, ବା ସଦ୍‌ଭାବ ବା ତାକୁ ପ୍ରକଟ କରିବାର ସ୍ଥିତି

ଉଦାହରଣ : ସମସ୍ତଙ୍କ ମନରେ ସମସ୍ତଙ୍କ ପ୍ରତି ସଦ୍ଭାବନା ରହିବା ଉଚିତ୍‌

ସମକକ୍ଷ : ସଦ୍ଭାବନା, ସଦ୍‌ଭାବ

किसी के हित, मंगल या सद्भाव की भावना या उसे प्रकट करने की स्थिति।

सब के मन में सबके प्रति सद्भावना होनी चाहिए।
सदभाव, सद्भाव, सद्भावना

A disposition to kindness and compassion.

The victor's grace in treating the vanquished.
good will, goodwill, grace