ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସତ   ବିଶେଷ୍ୟ

ଅର୍ଥ : ଯାହା ନ୍ୟାୟ ସଙ୍ଗତ, ଉଚିତ ଓ ଧର୍ମ ସହିତ ସମ୍ବନ୍ଧିତ

ଉଦାହରଣ : ସତ୍ୟ ରକ୍ଷାନିମନ୍ତେ ସେ ନିଜର ଜୀବନକୁ ବଳି ଦେଲେ

ସମକକ୍ଷ : ଠିକ୍‌, ଯଥାର୍ଥ, ସତ୍ୟ

वह जो न्यायसंगत, उचित और धर्म से संबंधित हो।

सत्य की रक्षा में उन्होंने अपनी जान गँवा दी।
अवितथ, ऋत, तहक़ीक़, तहकीक, पूत, यथार्थ, सच, सत्त, सत्य, साँच, सांच

A fact that has been verified.

At last he knew the truth.
The truth is that he didn't want to do it.
truth

ସତ   ବିଶେଷଣ

ଅର୍ଥ : ଯେମିତି ହେବାକଥା ସେମିତି ବା ଯେଉଁଥିରେ କୌଣସି ପ୍ରକାରର କୃତ୍ରିମତା ନାହିଁ

ଉଦାହରଣ : ସାକ୍ଷୀମାନେ ଡରିମରି ସତ୍ୟ ବୟାନ ଦେଲେନାହିଁ

ସମକକ୍ଷ : ଠିକ, ଯଥାର୍ଥ, ସତ୍ୟ

जैसा हो वैसा या जिसमें किसी प्रकार का बनावटीपन या छुपाव न हो।

गवाह ने डर के मारे सत्य बयान नहीं दिया।
अवदात, ऋत, ठीक, यथार्थ, सच, सच्चा, सत्य, सही, साँचा, सांचा