ଅର୍ଥ : ମୁଖ୍ୟ ଭାବକୁ ପୁଷ୍ଟ ବା ସହାୟତା କରୁଥିବା ସାହିତ୍ୟର ଏକ ଭାବ
ଉଦାହରଣ :
ଏହି ପଂକ୍ତିରେ ସଞ୍ଚାରୀଭାବ ଅଛି
ସମକକ୍ଷ : ସଂଚାରୀ, ସଂଚାରୀ ଭାବ, ସଞ୍ଚାରୀ ଭାବ
ଅନ୍ୟ ଭାଷାରେ ଅନୁବାଦ :
साहित्य में वे भाव जो मुखभाव की पुष्टि या सहायता करते हैं।
इन पंक्तियों में संचारी भाव है।