ଅର୍ଥ : ଭିନ୍ନ-ଭିନ୍ନ ଜାତିର ବା ବର୍ଗର ଜନ୍ତୁ ବା ବୃକ୍ଷମାନଙ୍କର ସଂସର୍ଗ କରାଇଲେ ଯେଉଁ ଉନ୍ନତ ପ୍ରକାର ଜାତି ବା ବର୍ଗର ସୃଷ୍ଟି ହୁଏ
ଉଦାହରଣ :
କୃଷି ବୈଜ୍ଞାନିକ କୃଷକମାନଙ୍କୁ ସଙ୍କର ବିହନ ଦେଉଛନ୍ତି
ସମକକ୍ଷ : ସଂକର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର ଜନ୍ମ ଭିନ୍ନ-ଭିନ୍ନ ବର୍ଣ୍ଣ ବା ଜାତିର ବାପା ଓ ମାଆଙ୍କଠାରୁ ହୋଇଥାଏ
ଉଦାହରଣ :
ଆମ ସମାଜରେ ବର୍ଣ୍ଣସଙ୍କରଙ୍କୁ ସହଜରେ ସ୍ୱୀକାର କରାଯାଏ ନାହିଁ
ସମକକ୍ଷ : ଜାରଜ, ବର୍ଣ୍ଣସଙ୍କର, ହାରମଜାଦା, ହାରାମୀ
ଅନ୍ୟ ଭାଷାରେ ଅନୁବାଦ :