ଅର୍ଥ : ଯେ ସବୁ କଥାରେ ସହାୟକ ବା ଶୁଭଚିନ୍ତକ
ଉଦାହରଣ :
ପ୍ରକୃତ ବନ୍ଧୁର ପରୀକ୍ଷା ବିପଦ ସମୟରେ ହୋଇଥାଏ
ସମକକ୍ଷ : ବନ୍ଧୁ, ବାନ୍ଧବ, ମିତ, ମିତ୍ର, ସଙ୍ଗୀ, ସହଚର, ସାଥୀ
ଅନ୍ୟ ଭାଷାରେ ଅନୁବାଦ :
प्रायः समान अवस्था का वह व्यक्ति जिससे स्नेहपूर्ण संबंध हो तथा जो सब बातों में सहायक और शुभचिन्तक हो।
सच्चे मित्र की परीक्षा आपत्ति-काल में होती है।A person you know well and regard with affection and trust.
He was my best friend at the university.ଅର୍ଥ : ଯିଏ ସାଥିରେ ରହେ
ଉଦାହରଣ :
ମୋର ସମସ୍ତ ସାଥୀ ଘରକୁ ଚାଲିଗଲେଣି
ଅନ୍ୟ ଭାଷାରେ ଅନୁବାଦ :