ଅର୍ଥ : ଭାରତୀୟ ଆର୍ଯ୍ୟମାନଙ୍କ ପ୍ରାଚୀନ ସାହିତ୍ୟିକ ଭାଷା ଯେଉଁଥିରେ ବେଦ୍ଆଦି ଲେଖା ଯାଇଛି
ଉଦାହରଣ :
ସଂସ୍କୃତକୁ ଦେବଭାଷା କୁହାଯାଏ
ସମକକ୍ଷ : ଦେବଭାଷା, ସଂସ୍କୃତ ଭାଷା
ଅନ୍ୟ ଭାଷାରେ ଅନୁବାଦ :
भारतीय आर्यों की प्राचीन साहित्यिक भाषा जिसमें वेद आदि लिखे गये हैं।
संस्कृत को देव भाषा कहा गया है।(Hinduism) an ancient language of India (the language of the Vedas and of Hinduism). An official language of India although it is now used only for religious purposes.
sanskrit, sanskritic languageଅର୍ଥ : ସଂସ୍କୃତର ବା ସଂସ୍କୃତ ଭାଷା ସମ୍ବନ୍ଧିତ
ଉଦାହରଣ :
ରଞ୍ଜନ ସଂସ୍କୃତ ସାହିତ୍ୟର ଅଧ୍ୟୟନ କରୁଅଛି
ଅନ୍ୟ ଭାଷାରେ ଅନୁବାଦ :