ଅର୍ଥ : ସଂସାର ବା ଭୂମଣ୍ଡଳର ଯେଉଁ ଭାଗଟି ପୃଥକ୍ ରୂପେ ବିବେଚନା କରାଯାଏ
ଉଦାହରଣ :
କୀଟପତଙ୍ଗଙ୍କର ଅଲଗା ସଂସାର ବନସ୍ପତି ଜଗତରେ ଅନେକ ବିବିଧତା ଭରି ରହିଛି
ଅନ୍ୟ ଭାଷାରେ ଅନୁବାଦ :
A part of the earth that can be considered separately.
The outdoor world.ଅର୍ଥ : ଆମେ ପ୍ରାଣୀମାନେ ରହୁଥିବା ଜଗତ
ଉଦାହରଣ :
ସଂସାରରେ ଯେ ବି ଜନ୍ମ ହୁଏ, ତାକୁ ମରିବାକୁ ହୁଏ
ସମକକ୍ଷ : ଅଧିଲୋକ, ଇହଲୋକ, ଜଗତ, ଜୀବଲୋକ, ଦୁନିଆ, ଦୁନିଆଁ, ପୃଥିବୀଲୋକ, ପୃଥ୍ୱୀଲୋକ, ବିଶ୍ୱ, ଭୁବନ, ଭୂଲୋକ, ମନୁଷ୍ୟଲୋକ, ମରଲୋକ, ମର୍ତ୍ତ୍ୟଲୋକ, ମୃତ୍ୟୁଲୋକ, ସୃଷ୍ଟି
ଅନ୍ୟ ଭାଷାରେ ଅନୁବାଦ :
वह लोक जिसमें हम प्राणी रहते हैं।
संसार में जो भी पैदा हुआ है, उसे मरना है।ଅର୍ଥ : କାହାରି ଯେଉଁ ସମସ୍ତ ଅଭିଜ୍ଞତା ତାଙ୍କୁ ବସ୍ତୁଗୁଡ଼ିକ କିପରି ଦିଶେ ବା ପ୍ରତୀତ ହୁଏ ତାହା ନିର୍ଦ୍ଧାରଣ କରେ
ଉଦାହରଣ :
ଆମେ ଏକ ଅଲଗା ସଂସାରରେ ରହୁଛୁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବ୍ୟକ୍ତିଙ୍କର ସେହି ଅନୁଭୂତିଗୁଡ଼ିକ ଯାହା ବସ୍ତୁଗୁଡ଼ିକର ସ୍ୱରୂପ ନିର୍ଦ୍ଧାରଣ କରେ
ଉଦାହରଣ :
ସେ ତା ନିଜ ଦୁନିଆଁରେ ମଗ୍ନ ରହିଥାଏ ପ୍ରତ୍ୟେକ ବ୍ୟକ୍ତିର ଆପଣା ଦୁନିଆଁ ଥାଏ
ଅନ୍ୟ ଭାଷାରେ ଅନୁବାଦ :
किसी की वे सब अनुभूतियाँ जो वस्तुओं के स्वरूप का निर्धारण करती हैं।
वह अपनी ही दुनिया में खोया रहता है।