ଅର୍ଥ : ପାଇବା, ହାତକୁ ଆସିବା ବା ମିଳିବାର କ୍ରିୟା ବା ଭାବ
ଉଦାହରଣ :
ତାଙ୍କୁ ପୁତ୍ର ରତ୍ନ ପ୍ରାପ୍ତି ହେଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : (ଶରୀର ବିଜ୍ଞାନର) ଶରୀରରେ କୌଣସି ରୋଗର ରୋଗାଣୁ ପହଞ୍ଚାଇବା ଏବଂ ସେହି ରୋଗ ପରିପକ୍ବ ହେବାପର୍ଯ୍ୟନ୍ତ ତଥା ବାହ୍ୟ ଲକ୍ଷଣ ପରିପ୍ରକାଶିତ ହେବା ପର୍ଯ୍ୟନ୍ତ ଯେଉଁ ଶାରୀରିକ ଅବସ୍ଥା
ଉଦାହରଣ :
ବସନ୍ତ ରୋଗ ସଂପ୍ରାପ୍ତିର ସମୟ ଦୁଇ ସପ୍ତାହ ବୋଲି ବିଶ୍ବାସ କରାଯାଏ
ସମକକ୍ଷ : ଅବଧି
ଅନ୍ୟ ଭାଷାରେ ଅନୁବାଦ :
(शरीर विज्ञान) वह शारीरिक अवस्था जो शरीर में किसी रोग के रोगाणु पहुँचने, उस रोग के परिपक्व होने और बाह्य लक्षण उपस्थित होने तक माना जाता है।
चेचक की संप्राप्ति का समय दो हफ्ता माना गया है।(pathology) the phase in the development of an infection between the time a pathogen enters the body and the time the first symptoms appear.
incubation