ଅର୍ଥ : କାହାରି ଅନିଷ୍ଟ କାମନାରେ କୁହାଯାଉଥିବା ଶବ୍ଦ ବା ବାକ୍ୟ
ଉଦାହରଣ :
ଗୌତମ ଋଷିଙ୍କ ଅଭିଶାପରେ ଅହଲ୍ୟା ପଥର ପାଲଟିଗଲେ
ସମକକ୍ଷ :
ଅଭିଶାପ, ଅଭିସଂପାତ, ଅଭିସମ୍ପାତ, ଶାପ, ସମ୍ପା, ସମ୍ପାତ
ଅନ୍ୟ ଭାଷାରେ ଅନୁବାଦ :
An evil spell.
A witch put a curse on his whole family.
He put the whammy on me.
curse,
hex,
jinx,
whammy