ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂଧି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂଧି   ବିଶେଷ୍ୟ

ଅର୍ଥ : ରାଜ୍ୟ, ଦଳଆଦିମାନଙ୍କ ମଧ୍ୟରେ ହେଉଥିବା ଯେଉଁ ନିଶ୍ଚିତ ନିର୍ଣ୍ଣୟ ଯେଉଁଥିରେ ନିଜ ନିଜ ମଧ୍ୟରେ ନ ଲଢ଼ିବା, ମିତ୍ରତାପୂର୍ବକ ରହିବା ଏବଂ ବିଭିନ୍ନ ଜାଗାରେ ନିର୍ଦ୍ଦିଷ୍ଟ ପ୍ରକାର ବ୍ୟବହାର କରିବା

ଉଦାହରଣ : ଦୁଇ ଦେଶ ମଧ୍ୟରେ ସଂଧି ହୋଇଅଛି ଯେ ଜଣେ ଅନ୍ୟର ବ୍ୟକ୍ତିଗତ ଘଟଣାରେ ହସ୍ତକ୍ଷେପ କରିବ ନାହିଁ

ସମକକ୍ଷ : ଚୁକ୍ତି

राज्यों, दलों, आदि में होने वाला यह निश्चय कि अब हम आपस में नहीं लड़ेंगे और मित्रतापूर्वक रहेंगे अथवा अमुक क्षेत्रों में अमुक प्रकार से व्यवहार करेंगे।

दो राज्यों के बीच समझौता हुआ कि वे एक दूसरे के आंतरिक मामलों में हस्तक्षेप नहीं करेंगे।
अभिसंधि, अभिसन्धि, करार, मुआहिदा, यति, संधि, सन्धि, समझौता, सुलह, स्कंध, स्कन्ध

The state of being allied or confederated.

alliance, confederation