ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂଗଣନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂଗଣନ   ବିଶେଷ୍ୟ

ଅର୍ଥ : ଯେଉଁ ଗଣନାରେ ସାଧାରଣ ଗଣନା ବ୍ୟତୀତ ଅନୁଭବ, ସିଦ୍ଧାନ୍ତ ଆଦିର ମଧ୍ୟ ଉପଯୋଗ କରାଯାଏ

ଉଦାହରଣ : ଫଳିତ ଜ୍ୟୋତିଷରେ କେତେକ ପ୍ରାକୃତିକ ଘଟଣାବଳିର ଭବିଷ୍ୟବାଣୀ ସଂଗଣନ ଆଧାରରେ ହୋଇଥାଏ


ଅନ୍ୟ ଭାଷାରେ ଅନୁବାଦ :

वह गणना जिसमें साधारण गणना के सिवा अनुभवों, नियत सिद्धान्तों आदि का भी उपयोग किया जाता है।

फलित ज्योतिष में कुछ प्राकृतिक घटनाओं की भविष्यवाणी संगणन के आधार पर होती है।
संगणन