ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଷ୍ଟେସନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଷ୍ଟେସନ   ବିଶେଷ୍ୟ

ଅର୍ଥ : ଯାନ ବାହରିବା ଓ ଅଟକିବା ସ୍ଥାନ

ଉଦାହରଣ : ବସଷ୍ଟାଣ୍ଡରେ ଯାତ୍ରୀମାନଙ୍କ ଭିଡ଼ ଲାଗିରହିଛି

ସମକକ୍ଷ : ପରିବହନ ସ୍ଥଳ, ଷ୍ଟାଣ୍ଡ

वाहनों के प्रारंभ होने व रुकने का स्थान।

बस अड्डे पर यात्रियों की भीड़ लगी है।
अड्डा, इस्टेशन, परिवहन स्थल, स्टेशन, स्थानक

Station where transport vehicles load or unload passengers or goods.

depot, terminal, terminus

ଅର୍ଥ : କୌଣସି ବିଶେଷ ଉପକରଣରେ ସଜ୍ଜିତ ଓ ମୁଖ୍ୟ ଉଦ୍ଦେଶ୍ୟ ନିମନ୍ତେ ପ୍ରସ୍ତୁତ ସ୍ଥାନ

ଉଦାହରଣ : ଏହା ନିକଟରେ କୌଣସି ଗ୍ୟାସ ଷ୍ଟେସନ ନାହିଁ ଷ୍ଟେସନର ବାହାରେ ରମେଶ ତୁମକୁ ଅପେକ୍ଷା କରିଛି

किसी विशेष उद्देश्य के लिए बना वह स्थान जो विशेष साधनों से सज्जित हो।

यहाँ पास में एक भी गैस स्टेशन नहीं है।
स्टेशन के बाहर रमेश तुम्हारी प्रतीक्षा कर रहा है।
स्टेशन

A facility equipped with special equipment and personnel for a particular purpose.

He started looking for a gas station.
The train pulled into the station.
station

ଅର୍ଥ : ଯାତ୍ରୀଙ୍କୁ ନେବା ଓ ଛାଡ଼ିବା ପାଇଁ ରେଳଗାଡ଼ି ଆସି ରହୁଥିବା ସ୍ଥାନ

ଉଦାହରଣ : ସେ ସାରନାଥ ଯିବା ପାଇଁ ବାରାଣସୀ ରେଳ ଷ୍ଟେସନରେ ହିଁ ଓହ୍ଲାଇଗଲେ

ସମକକ୍ଷ : ରେଳଷ୍ଟେସନ

वह स्थान जहाँ यात्रियों को छोड़ने या ले जाने के लिए रेलगाड़ी आकर रुकती है।

वह सारनाथ जाने के लिए वाराणसी रेलवे स्टेशन पर ही उतर गया।
अवस्थान, इस्टेशन, रेल परिवहन स्थल, रेलवे स्टेशन, स्टेशन

Terminal where trains load or unload passengers or goods.

railroad station, railroad terminal, railway station, train depot, train station