ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଷ୍ଟୁଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଷ୍ଟୁଲ   ବିଶେଷ୍ୟ

ଅର୍ଥ : କାଠର ଯେଉଁ ଆସବାବରେ ତିନୋଟି ବା ଚାରୋଟି ଲମ୍ବା ଗୋଡ଼ଥାଏ

ଉଦାହରଣ : ମଜୁରିଆ ଷ୍ଟୁଲ ଉପରେ ଚଢ଼ି ଉପର କାନ୍ଥରେ ଚୂନ ଲଗାଉଛି

एक प्रकार का फर्नीचर जिसमें तीन या चार लंबे पाये होते हैं।

मजदूर स्टूल पर चढ़कर दीवार के ऊपरी भाग में चूना लगा रहा है।
स्टूल

A simple seat without a back or arms.

stool