ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଷ୍ଟାଫ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଷ୍ଟାଫ୍‌   ବିଶେଷ୍ୟ

ଅର୍ଥ : ନିଜ ଅଧିକାରୀ ଆଦିଙ୍କୁ ନିର୍ଦ୍ଧାରିତ କାର୍ଯ୍ୟ କରିବା ନିମନ୍ତେ ସହାୟତା କରୁଥିବା କର୍ମଚାରୀ ବର୍ଗ

ଉଦାହରଣ : ଏହି ବିଦ୍ୟାଳୟର କର୍ମଚାରୀ ବର୍ଗ ବହୁତ ଭଲ

ସମକକ୍ଷ : କର୍ମଚାରୀ ବର୍ଗ

वह कर्मचारी वर्ग जो अपने अधिकारी आदि को निर्धारित कार्यों को करने में सहायता करता है।

इस विद्यालय का स्टाफ बहुत ही अच्छा है।
अमला, कर्मचारी वर्ग, स्टाफ

Personnel who assist their superior in carrying out an assigned task.

The hospital has an excellent nursing staff.
The general relied on his staff to make routine decisions.
staff

ଅର୍ଥ : କୌଣସି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ

ଉଦାହରଣ : କର୍ମଚାରୀବୃନ୍ଦ ମିଳିତ ହୋଇ ମହାପୂଜାର ଆୟୋଜନ କଲେ

ସମକକ୍ଷ : କର୍ମଚାରୀବୃନ୍ଦ

किसी कार्यालय के सभी कर्मचारी।

कर्मचारी-वृन्द ने मिलकर महापूजा का आयोजन किया।
कर्मचारी वृंद, कर्मचारी-वृन्द, स्टाफ़

Personnel who assist their superior in carrying out an assigned task.

The hospital has an excellent nursing staff.
The general relied on his staff to make routine decisions.
staff