ଅର୍ଥ : ଏକ ପ୍ରକାରର ସରକାରୀ କାଗଜ ଯାହା ଉପରେ ନିବେଦନ, ଦାବି ଲେଖିକରି ଅଦାଲତରେ ଦିଆଯାଏ ବା ଯାହା ଉପରେ ପକ୍କା ଲେଖାପଢ଼ା କରାଯାଏ
ଉଦାହରଣ :
ବାପା ଷ୍ଟାମ୍ପ ଆଣିବା ପାଇଁ ଯାଇଛନ୍ତି
ସମକକ୍ଷ : ଅଂକପତ୍ରକ, ଅଙ୍କପତ୍ରକ, ଷ୍ଟାଂପ ପେପର, ଷ୍ଟାଂପକାଗଜ, ଷ୍ଟାମ୍ପ, ଷ୍ଟାମ୍ପକାଗଜ, ଷ୍ଟାମ୍ପପେପର