ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଷାଠିଏ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଷାଠିଏ   ବିଶେଷ୍ୟ

ଅର୍ଥ : ଷାଠିଏ ବର୍ଷର ଆୟୁ ବା ଗଣନାରେ ଷାଠିଏତମ ସ୍ଥାନରେ ଆସୁଥିବା ବର୍ଷ

ଉଦାହରଣ : ଜେଜେଙ୍କୁ ଏହିବର୍ଷ ଷାଠିଏ ହେଲା

ସମକକ୍ଷ : ଷାଠିଏବର୍ଷ

A period of time occupying a regular part of a calendar year that is used for some particular activity.

A school year.
year

ଅର୍ଥ : ପଚାଶ ଆଉ ଦଶ ମିଶି ମିଳୁଥିବା ସଂଖ୍ୟା

ଉଦାହରଣ : ତାଙ୍କୁ ଷାଠିଏ ବର୍ଷ ବି ପୂରିନାହିଁ, କିନ୍ତୁ ତାଙ୍କର ଅଚାନକ ମୃତ୍ୟୁ ହୋଇଗଲା

ସମକକ୍ଷ : 60, ୬୦

पचास और दस के योग से प्राप्त संख्या।

उसने अभी साठ पूरा भी नहीं किया था कि अचानक मृत्यु हो गई।
60, साठ, ६०

The cardinal number that is the product of ten and six.

60, lx, sixty

ଷାଠିଏ   ବିଶେଷଣ

ଅର୍ଥ : ପଚାଶ ଓ ଦଶ ମିଶିଲେ

ଉଦାହରଣ : ଏହି କୋଠରୀରେ ଷାଠିଏ ଲୋକ ବସିପାରିବେ

ସମକକ୍ଷ : ୬୦

पचास और दस।

इस कमरे में साठ लोग बैठ सकते हैं।
60, साठ, ६०

Being ten more than fifty.

60, lx, sixty, threescore