ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଷଷ୍ଠ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଷଷ୍ଠ   ବିଶେଷ୍ୟ

ଅର୍ଥ : ପଞ୍ଚମ ଶ୍ରେଣୀର ଉପର ଶ୍ରେଣୀ

ଉଦାହରଣ : କୃଷ୍ଣ ଏ ବର୍ଷ ଷଷ୍ଠ ଶ୍ରେଣୀରେ ପଢ଼ୁଛି

ସମକକ୍ଷ : ଷଷ୍ଠ ଶ୍ରେଣୀ

ଷଷ୍ଠ   ବିଶେଷଣ

ଅର୍ଥ : ଗଣନାରେ ଛଅ ସ୍ଥାନରେ ଆସୁଥିବା ସଂଖ୍ୟା

ଉଦାହରଣ : ଏହି ପୁସ୍ତକର ଷଷ୍ଠ ଅଧ୍ୟାୟରେ ଥିବା ବିଷୟଟି କ’ଣ ?

ସମକକ୍ଷ : ୬ଷ୍ଠ

गणना में छः के स्थान पर आने वाला।

इस पुस्तक के छठवें अध्याय में क्या है?
6वाँ, छठवाँ, छठा, छठाँ, षष्टम, ६वाँ

Coming next after the fifth and just before the seventh in position.

6th, sixth