ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଷଡକର୍ମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଷଡକର୍ମ   ବିଶେଷ୍ୟ

ଅର୍ଥ : ବ୍ରାହ୍ମଣଙ୍କର ଷଡ କର୍ମ ବା କାମ

ଉଦାହରଣ : ପଢିବା, ପଢେଇବା, ଯଜ୍ଞ କରିବା, ଯଜ୍ଞ କରାଇବା, ଦାନ ନେବା ଏବଂ ଦାନ ଦେବା ଏସବୁ ଷଡକର୍ମ

ब्राह्मण के छः कर्म या काम।

पढ़ना, पढ़ाना, यज्ञकरना, यज्ञ कराना, दान लेना और दान देना ये षट्कर्म हैं।
षट्कर्म

ଅର୍ଥ : ଯେଉଁ ଛଟି କର୍ମ ବ୍ରାହ୍ମଣମାନଙ୍କପାଇଁ ବିହିତ ବୋଲି କୁହାଯାଇଛି

ଉଦାହରଣ : ଧାନ ଗୋଟେଇବା, ଦାନ ନେବା, ଭିକ୍ଷା, ବାଣିଜ୍ୟ,ପଶୁପାଳନ ଏବଂ ଚାଷ ଏସବୁ ଷଡକର୍ମ

स्मृतियों के अनुसार वे छः कर्म जिनके द्वारा आपातकाल में ब्राह्मण अपना निर्वाह कर सकते हैं।

उंछ, दान लेना, भिक्षा, व्यापार, पशु-पालन और खेती ये षट्कर्म हैं।
षट्कर्म