ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶ୍ରେଷ୍ଠନାୟକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶ୍ରେଷ୍ଠନାୟକ   ବିଶେଷ୍ୟ

ଅର୍ଥ : କୌଣସି କାବ୍ୟ, ନାଟକଆଦିରେ ଯେଉଁ ପ୍ରଧାନ ପୁରୁଷଙ୍କର ବର୍ଣ୍ଣନା ହୋଇଥାଏ

ଉଦାହରଣ : ଶିବାଜୀ ଏହି କାବ୍ୟର ଶ୍ରେଷ୍ଠନାୟକ

ସମକକ୍ଷ : ଚରିତ୍ରନାୟକ, ମୁଖ୍ୟନାୟକ, ଶ୍ରେଷ୍ଠଚରିତ୍ର

वह प्रधान पुरुष जिसके चरित्र का किसी काव्य, नाटक आदि में वर्णन हो।

इस काव्य के चरित्रनायक शिवाजी हैं।
चरितनायक, चरित्रनायक