ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଗଛର ସୁଗନ୍ଧିତ କାଠକୁ ଘୋରି ଶରୀରରେ ଲେପ ଦିଆଯାଏ
ଉଦାହରଣ : ଚନ୍ଦନ ଶରୀରକୁ ଶୀତଳତା ପ୍ରଦାନ କରେ
ସମକକ୍ଷ : ଗନ୍ଧରାଜ, ଚନ୍ଦନ, ମଳୟଜ, ମହାଗନ୍ଧ
एक पेड़ की सुगंधित लकड़ी जिसे घिसकर शरीर पर लेप लगाते हैं।
Close-grained fragrant yellowish heartwood of the true sandalwood. Has insect repelling properties and is used for carving and cabinetwork.
ଅର୍ଥ : ଏକ ପ୍ରକାର ଗଛ ଯାହାର ପ୍ରତିଖଣ୍ଡ କାଠ ସୁଗନ୍ଧିତ
ଉଦାହରଣ : ଦକ୍ଷିଣ ଭାରତରେ ଚନ୍ଦନ ଜଙ୍ଗଲ ଦେଖାଯାଏ
ସମକକ୍ଷ : ଗନ୍ଧରାଜ, ଚନ୍ଦନ, ମଳୟଜ
एक पेड़ जिसके हीर की लकड़ी सुगंधित होती है।
Parasitic tree of Indonesia and Malaysia having fragrant close-grained yellowish heartwood with insect repelling properties and used, e.g., for making chests.
ଅର୍ଥ : କଣ୍ଟାଳିଆ ଗଛରୁ ପ୍ରାପ୍ତ ଅଠା ଯାହାକୁ ସୁଗନ୍ଧପାଇଁ ଜଳାଯାଏ
ଉଦାହରଣ : ସେ ଦୋକାନରୁ ଗୁଗ୍ଗୁଳ ଏବଂ ଝୁଣା କିଣିଲା
ସମକକ୍ଷ : ଗୁଗ୍ଗୁଳ
एक काँटेदार पेड़ से प्राप्त गोंद जो सुगंध के लिए जलाया जाता है।
An aromatic gum resin obtained from various Arabian or East African trees. Formerly valued for worship and for embalming and fumigation.
ସଂସ୍ଥାପନ କରନ୍ତୁ