ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶ୍ରୀଫଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶ୍ରୀଫଳ   ବିଶେଷ୍ୟ

ଅର୍ଥ : କଣ୍ଟା ବୃକ୍ଷରେ ମିଳୁଥିବା ଏକପ୍ରକାର ଗୋଲ ବଡ ଫଳ ଯାହାର ଶସ ଅଠାଳିଆ ହୋଇଥାଏ

ଉଦାହରଣ : ବେଲପଣା ପେଟପାଇଁ ସର୍ବୋତମ

ସମକକ୍ଷ : ବିଲ୍ବ, ବେଲ

कँटीले वृक्ष से प्राप्त एक प्रकार का गोल बड़ा फल जिसका गूदा लसदार होता है।

बेल का शर्बत पेट के लिए बहुत अच्छा होता है।
ताल, बेल, शांडिल्य, शाण्डिल्य, श्रीफल