ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୋଭନୀୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୋଭନୀୟ   ବିଶେଷଣ

ଅର୍ଥ : ଯାହା ସମ୍ମାନଜନକ ବା ସାମାଜିକ ଚଳଣି ଅନୁସାରେ ସ୍ୱୀକୃତ

ଉଦାହରଣ : ଆପଣଙ୍କୁ ସଭାରେ ଶୋଭନୀୟ ଭାଷାର ପ୍ରୟୋଗ କରିବା ଉଚିତ

ସମକକ୍ଷ : ସଂଗତ, ସୁନ୍ଦର

जो सम्मानजनक या सामाजिक तौर पर स्वीकृत हो।

आप को सभा में शोभनीय भाषा का प्रयोग करना चाहिए।
शोभनीय