ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶେଷଧମକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶେଷଧମକ   ବିଶେଷ୍ୟ

ଅର୍ଥ : ନିର୍ଦ୍ଧାରିତ ସମୟାବଧିରେ ପୂର୍ଣ୍ଣ କରାଯାଉଥିବା ମାଗଣ ଯାହାର ପୂର୍ତ୍ତି ନହେଲେ ଏବଂ ଆଗକୁ ବୁଝାମଣା ନକରିବା ଧମକ ଦିଆଯାଏ

ଉଦାହରଣ : ମୂଲିଆମାନେ ଆସନ୍ତା ମାସ ଭିତରେ ଦରମା ନବଢିଲେ ହରତାଳ କରିବାପାଇଁ ମାଲିକକୁ ଶେଷଧମକ ଦେଇଛନ୍ତି