ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୁକ୍ରାଚାର୍ଯ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୁକ୍ରାଚାର୍ଯ୍ୟ   ବିଶେଷ୍ୟ

ଅର୍ଥ : ଯେଉଁ ଋଷିଙ୍କୁ ଦାନବଙ୍କର ଗୁରୁ ବୋଲି ବିଚାର କରାଯାଏ

ଉଦାହରଣ : ରାକ୍ଷସମାନଙ୍କର ଉତ୍ଥାନ ନିମନ୍ତେ ଶୁକ୍ରାଚାର୍ଯ୍ୟ ସବୁବେଳେ ପ୍ରଯତ୍ନରତ ଥିଲେ

ସମକକ୍ଷ : ଅସୁରାଚାର୍ଯ୍ୟ, ଦୈତ୍ୟଗୁରୁ, ଭାର୍ଗବ, ଶୁକ୍ର

एक ऋषि जो दानवों के गुरु माने जाते हैं।

शुक्राचार्य राक्षसों का उत्थान करने के लिए सदा प्रयत्नरत रहते थे।
असुर गुरु, असुर-गुरु, असुरगुरु, असुराचार्य, आदिकवि, उशना, दानव गुरु, दानवगुरु, दैत्यपुरोधा, दैत्येज्य, भार्गव, शुक्र, शुक्राचार्य, सित

An imaginary being of myth or fable.

mythical being