ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶାଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶାଳି   ବିଶେଷ୍ୟ

ଅର୍ଥ : ଯେଉଁ ଧାନ ପ୍ରଥମେ ଗୋଟିଏ ଜାଗାରେ ବୁଣାଯାଏ ଏବଂ ସେଠାରୁ ଉପାଡ଼ି ଅନ୍ୟ ସ୍ଥାନରେ ରୁଆଯାଏ

ଉଦାହରଣ : ଖେତରେ ଶାରଦ ଧାନ ଲହରେଉଛି

ସମକକ୍ଷ : ଶାରଦ

वह धान जो पहले एक जगह बोया और तब वहाँ से उखाड़कर दूसरी जगह रोपा जाता है।

खेतों में जड़हन लहलहा रहा है।
जड़हन, जड़हन धान, शालि

ଅର୍ଥ : ଗୋଟିଏ ପ୍ରକାର ଯଜ୍ଞ

ଉଦାହରଣ : ଶାଳିଯଜ୍ଞରେ ଧାନ ଆହୁତି ଦିଆଯାଏ

ସମକକ୍ଷ : ଶାଳିଯଜ୍ଞ

एक तरह का यज्ञ।

शालि में धान की आहुति दी जाती है।
शालि

The public performance of a sacrament or solemn ceremony with all appropriate ritual.

The celebration of marriage.
celebration, solemnisation, solemnization