ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଧାନ ପ୍ରଥମେ ଗୋଟିଏ ଜାଗାରେ ବୁଣାଯାଏ ଏବଂ ସେଠାରୁ ଉପାଡ଼ି ଅନ୍ୟ ସ୍ଥାନରେ ରୁଆଯାଏ
ଉଦାହରଣ : ଖେତରେ ଶାରଦ ଧାନ ଲହରେଉଛି
ସମକକ୍ଷ : ଶାରଦ
ଅନ୍ୟ ଭାଷାରେ ଅନୁବାଦ :हिन्दी
वह धान जो पहले एक जगह बोया और तब वहाँ से उखाड़कर दूसरी जगह रोपा जाता है।
ଅର୍ଥ : ଗୋଟିଏ ପ୍ରକାର ଯଜ୍ଞ
ଉଦାହରଣ : ଶାଳିଯଜ୍ଞରେ ଧାନ ଆହୁତି ଦିଆଯାଏ
ସମକକ୍ଷ : ଶାଳିଯଜ୍ଞ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक तरह का यज्ञ।
The public performance of a sacrament or solemn ceremony with all appropriate ritual.
ସଂସ୍ଥାପନ କରନ୍ତୁ