ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶରୀରବିଜ୍ଞାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶରୀରବିଜ୍ଞାନ   ବିଶେଷ୍ୟ

ଅର୍ଥ : ସେହି ଶାସ୍ତ୍ର ଯେଉଁଥିରେ ଶରୀର ଅଙ୍ଗଗଠନ ଏବଂ ତାହାର କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇଥାଏ

ଉଦାହରଣ : ଚିକିତ୍ସାଶାସ୍ତ୍ରରେ ଶରୀରବିଜ୍ଞାନ ପଢ଼ିବା ଅର୍ନିବାର୍ଯ୍ୟ

ସମକକ୍ଷ : ଅଙ୍ଗବିଦ୍ୟା, ଶରୀରଶାସ୍ତ୍ର

वह शास्त्र जिसमें शरीर के अंगों की बनावट और उनके कार्यों का विवेचन होता है।

चिकित्साशास्त्र में शरीरविज्ञान पढ़ना अनिवार्य होता है।
अंग विद्या, विज्ञानदैहिकी, शरीर-विज्ञान, शरीर-शास्त्र, शरीरविज्ञान, शरीरशास्त्र

The branch of the biological sciences dealing with the functioning of organisms.

physiology