ଅର୍ଥ : ଯେଉଁଥିରେ କ୍ଷମତା ବା ଶକ୍ତି ନାହିଁ
ଉଦାହରଣ :
ବୟସ ହେବା ସହିତହିଁ ମଣିଷ କ୍ଷମତା ହୀନ ହୋଇଯାଏ ଲଢ଼ୁ ଲଢ଼ୁ ସେ ବେଦମ ହୋଇଯାଇଥିଲା
ସମକକ୍ଷ : ଅକ୍ଷମ, ଅସମର୍ଥ, କ୍ଷମତା ହୀନ, ବେଦମ, ସାମଥ୍ୟହୀନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବଳ କିମ୍ବା ଶକ୍ତି ନ ଥିବା
ଉଦାହରଣ :
ବଳହୀନ ଲୋକଉପରେ ଅତ୍ୟାଚାର କରିବା ଉଚିତନୁହେଁ
ଅନ୍ୟ ଭାଷାରେ ଅନୁବାଦ :