ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶକୁନି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶକୁନି   ବିଶେଷ୍ୟ

ଅର୍ଥ : ଅତି ଖଳ ଲୋକ

ଉଦାହରଣ : ଅସୀମଟା ଶକୁନି, ତା କଥାରେ ପଡ଼ ନାହିଁ

बहुत दुष्ट व्यक्ति।

असीम शकुनि है, उसकी बातों में न आना।
शकुनि

ଅର୍ଥ : କୌରବମାନଙ୍କ ମାମୁ

ଉଦାହରଣ : ଶକୁନି ସବୁବେଳେ ଦୁର୍ଯୋଧନଙ୍କୁ ପାଣ୍ଡବମାନଙ୍କ ବିରୋଧରେ ଉତ୍ତେଜିତ କରୁଥିଲେ

कौरवों का मामा।

शकुनि दुर्योधन को सदा पांडवों के खिलाफ भड़काता रहता था।
शकुनि, शकुनी, सौबल, सौबलक, सौबलेय

An imaginary being of myth or fable.

mythical being

ଅର୍ଥ : ଜଣେ ଦୈତ୍ୟ

ଉଦାହରଣ : ପୁରାଣରେ ଶକୁନିର ବର୍ଣ୍ଣନା ମିଳେ

एक दैत्य।

शकुनि का वर्णन पुराणों में मिलता है।
शकुनि