ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲ୍ୟାମ୍ଫପୋଷ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲ୍ୟାମ୍ଫପୋଷ୍ଟ   ବିଶେଷ୍ୟ

ଅର୍ଥ : ବାହାରେ ଥିବା ଖୁଣ୍ଟ ଯେଉଁଥିରେ କୌଣସି ବଲ୍‌ବ ଆଦି ଲାଗିଥାଏ

ଉଦାହରଣ : ‍ସଡକର କଡରେ ଥିବା ବତୀଖୁଣ୍ଟର ତଳେ ଠିଆ ହୋଇ ସେହି ଦୁଇଜଣ କଥାବାର୍ତ୍ତା କରୁଛନ୍ତି

ସମକକ୍ଷ : ବତୀ ଖୁଣ୍ଟ, ବତୀଖୁଣ୍ଟ, ଲ୍ୟାମ୍ଫ ପୋଷ୍ଟ

वह बाहरी खंभा आदि जिस पर कोई बल्ब आदि लगा हो।

वे दोनों सड़क के किनारे लगे बिजली के खंभे के नीचे खड़े होकर बात-चीत कर रहे हैं।
दीप स्तम्भ, बिजली का खंभा, बिजली का खम्भा, लैम्प पोस्ट, लैम्प-पोस्ट, लैम्पपोस्ट

A metal post supporting an outdoor lamp (such as a streetlight).

lamppost