ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲେଖା ପୁସ୍ତକ ଖାନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଗୋଟିଏ ବିଶେଷ ପ୍ରକାରର ଖୋଲା ଆଲମାରୀ ଯେଉଁଥିରେ କାଗଜ-ପତ୍ର ଅଲଗା ଅଲଗା ରଖିବା ପାଇଁ ପାରାଭାଡ଼ି ଭଳି ବହୁତ ଛୋଟଛୋଟ ଖୋପ ତିଆରି ହୋଇଥାଏ

ଉଦାହରଣ : ଏହି ପୁସ୍ତିକାକୁ ଲେଖାପୁସ୍ତକଖାନାର ସବୁଠୁଁ ଉପର ଖୋପରେ ରଖିଦିଅ

ସମକକ୍ଷ : ଲେଖାପୁସ୍ତକଖାନା

एक विशेष प्रकार की खुली अलमारी जिसमें क़ागज़-पत्र अलग-अलग रखने के लिए कबूतर के दरबे की तरह के बहुत से छोटे-छोटे ख़ाने बने रहते हैं।

इस पुस्तिका को लेखा पुस्तक ख़ाना के सबसे ऊपरी ख़ाने में रख दो।
लेखा पुस्तक खाना