ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲିପ୍ସା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲିପ୍ସା   ବିଶେଷ୍ୟ

ଅର୍ଥ : ପାଇବାର ଇଚ୍ଛା

ଉଦାହରଣ : କାମ ଲିପ୍ସା ତାଙ୍କୁ ଖାଲରେ ପକେଇଦେଲା

ଅର୍ଥ : ପ୍ରବଳ ଅଭିଳାଷ ବା ଗଭୀର ଇଛା

ଉଦାହରଣ : ଉଡ଼ିବାର ପ୍ରବଳ ଇଛା ହିଁ ଉଡ଼ାଜାହାଜ ଆବିଷ୍କାର ପାଇଁ ମନୁଷ୍ୟକୁ ପ୍ରେରିତ କଲା

ସମକକ୍ଷ : ପ୍ରବଳ ଇଛା, ଲାଳସା

प्रबल अभिलाषा या गहरी चाह।

मनुष्य की उड़ने की ललक ने ही हवाई जहाज के आविष्कार के लिए प्रेरित किया।
इर्षना, इषण, इषणा, इषना, ईषना, एषणा, प्रबल इच्छा, ललक

A yearning for something or to do something.

hankering, yen

ଅର୍ଥ : କିଛି ପାଇବା ନିମନ୍ତେ ବହୁତ ଅଧିକ ଇଚ୍ଛା ବା ଆଶା ଯାହା ପ୍ରାୟ ଅନୁଚିତ ବିଚାର କରାଯାଏ

ଉଦାହରଣ : କୌଣସି ଜିନିଷ ପ୍ରତି ଅଧିକ ଲୋଭ ଠିକ୍‌ ନୁହେଁ ଲୋଭ ଖରାପ ବିଷୟ

ସମକକ୍ଷ : ପ୍ରଲୋଭନ, ଲୋଭ, ଲୋଲୁପତା, ଳାଳସା

कुछ पाने की बहुत अधिक इच्छा या चाह जो प्रायः अनुचित मानी जाती है।

लालच बुरी बला है।
आमिष, इकस, ईहा, गाध, तमा, प्रलोभ, प्रलोभन, ललक, लालच, लालसा, लिप्सा, लोभ

Excessive desire to acquire or possess more (especially more material wealth) than one needs or deserves.

greed